ପଞ୍ଚମ ବେଦ’ ୧୯୬୦ ମସିହାରେ ପ୍ରକାଶିତ ‘ମାନଭଞ୍ଜନ’ ନୃତ୍ୟ-ନାଟିକା ପୁସ୍ତକଟିକୁ ଜରାଜୀର୍ଣ୍ଣ ଅବସ୍ଥାରୁ ଉଦ୍ଧାର କରି ବିଶିଷ୍ଟ ମନୋବିଜ୍ଞାନୀ ତଥା ମୁର୍ଦ୍ଧନ୍ୟ ସାହିତିି୍ୟକ ପ୍ରଫେସର ଡ. ବସନ୍ତ କୁମାର ଦାସ ଏହାକୁ ପ୍ରକାଶ କରିବା ପାଇଁ ଇଛା ପ୍ରକାଶ କରିଥିଲେ। ସେହି ପୂର୍ବ ନୃତ୍ୟନାଟିକାର ପରିମାର୍ଜିତ ଏବଂ ପରିବର୍ଦ୍ଧିତ ସଂସ୍କରଣରେ ‘ମାନଭଞ୍ଜନ’, ‘ପୂଜାରିଣୀ’, ‘ସମ୍ଭବାମୀ ଯୁଗେ ଯୁଗେ’, ‘ପ୍ରେମସୁଧାନିଧି’, ‘ନୀଳମାଧବ’, ‘ଋଷି ନନ୍ଦିନୀ’ ଓ ‘କୋଣାର୍କର କୋହ’ ଏହି ୭ଟି ନୃତ୍ୟନାଟିକାକୁ ନେଇ ପ୍ରକାଶ ପାଇବାକୁ ଯାଉଛି ‘ପଞ୍ଚମ ବେଦ’ର ସୁଦୃଶ୍ୟ କଳେବର।

Reviews
There are no reviews yet.